STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ମନ

ମନ

1 min
330

ଉଡିବାକୁ ଇଚ୍ଛାହୁଏ ଏବେ

ସୁନୀଳ ଆକାଶ ବକ୍ଷରେ

ପକ୍ଷୀଟିଏ ଭଳି

ସ୍ୱାଧୀନତା ତାର ଜନ୍ମଗତ ଅଧିକାର

ଉଡ଼ୁଥାଏ ମନ ଏକ ପକ୍ଷୀଟିଏ ଭଳି

ସ୍ବପ୍ନ ଦେଖେ ଗଢେ ଭାଙ୍ଗେ

ସ୍ୱପ୍ନର ତାଜ

ସ୍ୱପ୍ନରେ ସ୍ୱପ୍ନରେ କେତେ କଣ କରେ

ମନ ଲଗାମ ଛଡା କିନ୍ତୁ ଅନିୟନ୍ତ୍ରିତ

ମନ ଏବେ ନିୟନ୍ତ୍ରିତ

ବ୍ୟକ୍ତ କରେ ସ୍ୱାଧୀନତା

ନିୟନ୍ତ୍ରଣର ନିବୁଜ କୋଠିରିରେ

କହିଦିଏ ଭଲପାଏ ବୋଲି

ମହୁ ଠାରୁ ମିଠା

ସ୍ବର୍ଗୀୟ ସତରେ କେତେ ।।


साहित्याला गुण द्या
लॉग इन

Similar oriya poem from Abstract