STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ମନ

ମନ

1 min
344

ହୃଦୟ ସିନା ଭାଙ୍ଗିଯାଏ ହେଲେ

ମନ ବି ତ ଭାଙ୍ଗିଛି, ହୃଦୟ ମୋର

ଏମିତି ଦର୍ପଣ, ପ୍ରତିଫଳିତ ହୋଇଛି

ପ୍ରତିବିମ୍ବ, ସାରା ରାତି ସାରା ଦିନ

ସ୍ବପ୍ନ ଦେଖେ ଗଢିବାକୁ, ସ୍ବପ୍ନ ବି

ଭାଙ୍ଗିଯାଏ, ଭଙ୍ଗା ମନ ଭଙ୍ଗା ସ୍ବପ୍ନ

ଫିକା ମନ ଫିକା ଜହ୍ନ, ରାତି ପରି

ଚଳ ଚଞ୍ଚଳ ସକାଳଟା, ମୁଁ କିନ୍ତୁ ନଛୋଡ ବନ୍ଧା

ଗତାନୁ ଗତିକତା, ପାରମ୍ପରିକତା ରେ

କାହିଁକି ଯେ ବାନ୍ଧି ହୁଏ ।


Rate this content
Log in

Similar oriya poem from Abstract