STORYMIRROR

MITALI ROUT

Abstract

5.0  

MITALI ROUT

Abstract

ମନ ପଡେ ପିଲା ଦିନ

ମନ ପଡେ ପିଲା ଦିନ

1 min
730


ବୟସର ବଗିଚାରେ ଫୁଟି ଥିଲା

ନା ତାର ଶିଶୁ

ଘୁରି ଘୁରି ବୁଲୁ ଥିଲା

ଅନାବନା ଗିତ ଗାଉ ଗାଉ

ମିଛ ବାଲିରେ ଘର ତୋଳୁ ଥିଲା

ନଈ କୂଳେ ଖେଳୁ ଖେଳୁ

ଅସୁମାରୀ ସ୍ବପ୍ନରେ ଭାସୁ ଥିଲା

ଆକାଶର ଜହ୍ନ ମାମୁ ଦେଖୁ ଦେଖୁ

ମିଛ କଥାରେ ହସୁ ଥିଲା

ସତ କଥା କହୁ କହୁ

କାହିଁକି ଆଜି ବଦଳି ଗଲା ସବୁ

ଭାବୁ ଭାବୁ ଲେଖି ଦେଲି କେତେ କଥା

ବୋଧ ହୁଏ ମନେ ପଡିଗଲା

ପିଲା ଦିନ କଥା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract