Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MITALI ROUT

Others

2  

MITALI ROUT

Others

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
133


ରଙ୍ଗମଞ୍ଚ ରେ ଅଭିନୟ

କରୁଥିବା ଚରିତ୍ର ପରି

ପୃଥିବୀ ରେ ରହିଛନ୍ତି

ଅନେକ ପୁରୁଷ ନାରୀ

ହସ ଲୁହ କାହାଣୀ ଭଳି

ଜିବନ ରେ ଘଟୁଥାଏ

ଘଟଣା ବଳି

ଯାତ୍ରା ର ନାୟକ ନାୟିକା

ଖଳନାୟକ ର ଅଭିନୟ

ପୃଥିବୀ ରେ ସେହିପରି

ଆମର ପରିଚୟ

କର୍ମ ଯୋଗୁ ଚିଂହା ଯାଏ

ଖଳନାୟକ ନାୟକ

ଶେଷରେ ଜିତିଥାଏ ନାୟକ

ଜେଲ ଯାଏ ଖଳନାୟକ

ପୃଥିବୀ ରଙ୍ଗମଞ୍ଚ ରେ

ଜିବନ ଯାତ୍ରା ଏ

ହେଲେ ସତ କାହାଣି

ବେଳ ଥାଉ ଥାଉ

ବାଛିନିଅ ଭୁମିକା

ହୋଇ ଆଗୁଆଣି



Rate this content
Log in