Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MITALI ROUT

Others

2  

MITALI ROUT

Others

ବିଶ୍ୱାସ

ବିଶ୍ୱାସ

1 min
354


ବିନ୍ଦୁ ଟିଏ ହୋଇ ସିନ୍ଧୁ ର ସ୍ବପ୍ନ

ଅସମ୍ଭବ ହେଲେ ବି ସମ୍ଭବ

ମରୁଭୁମି ର ବାଲୁକା ରେ ବି

ସ୍ୟାମାଳିମା ହୁଏ ଉଦ୍ଭାସିତ

ପଙ୍ଗୁ ଗିରି ଲଙ୍ଘନ କରେ

ମୂର୍ଖ ହୁଏ ଯଶସ୍ବୀ ଆଉ ପଣ୍ଡିତ

ପାଷାଣ ତରଳି ଯାଏ

ଝରଣା ରୂପେ ମଧ୍ୟ ବହି ଯାଏ

ବଂଚିବା ବଢିବା ର ଇଛା

ଛନ୍ଦାୟିତ ଭାବେ ମାଡିଚାଲେ

ବେଦନା ଭରା ହୃଦୟ ହୁଏ

ଆନନ୍ଦ ରେ ଉଲ୍ଲାସିତ

ବୈରାଗ ହୁଏ ଅନୁରାଗ ରେ ଆନ୍ଦୋଳିତ

ଯଦି ଥାଏ ପରମ ପିତା ଆଉ ନିଜ ଉପରେ ବିଶ୍ୱାସ.



Rate this content
Log in