STORYMIRROR

MITALI ROUT

Others

5.0  

MITALI ROUT

Others

ମନ

ମନ

1 min
482


ମନ, ମତୁଆଲା ନଦୀ ପରି ଯାଏ ବହି

ସାତ ସମୁଦ୍ର ତେର ନଈ ଡେଇଁ

କେତେବେଳେ ବୃନ୍ଦାବନ

କେତେବେଳେ କାଶୀ

ମନ ର ନାହିଁ ଥଳ କୁଳ

କେବେ କେବେ ବୁଲି ଯାଏ ବାରଣାସୀ

ମନ ବଳରେ ବୁଢା ହୁଏ ଟୋକା

ସୀମାନ୍ତ ରେ ବୀର ବୁଲୁ ଥାଏ ଏକା

ମନ କୁ ହେଲେ ରୋଗ

ସଂସାର ରେ ଆସିଯାଏ ବୈରାଗ

ମନ କୁ କରିଲେ ନିୟନ୍ତ୍ରଣ

ଜିବନ ରେ ରହିଥାଏ ସନ୍ତୁଳନ

ମନ ଆମର ନିଜ ଗୁରୁ

ଜିବନ ଯୁଦ୍ଧ ରେ ଲଢ଼ିବା ନହୋଇ ଭୀରୁ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍