STORYMIRROR

MITALI ROUT

Others

3  

MITALI ROUT

Others

ବର୍ଷା ଓ ଲୁହ

ବର୍ଷା ଓ ଲୁହ

1 min
573


ବର୍ଷା ଆକାଶରୁ ଝରି ମାଟିରେ ମିଶେ

ଲୁହ ଆଖି ରୁ ଝରି ଓଠ ରେ ଶୁଖେ

ବର୍ଷା ଯୋଗୁ ହୁଏ ଫସଲ

ଚାଷୀ ମନ ହୁଏ ଆନନ୍ଦ

କିନ୍ତୁ

ଲୁହ ବହେ ମନେ ଥିଲେ ଅବସାଦ

ବର୍ଷା ଝରି ଯୋଗାଇ ଥାଏ ଜଳ

ଲୁହ ତ ଧୋଇ ଦିଏ ଆଖିର କଜଳ

ବର୍ଷା ବିହୁନେ ସୃଷ୍ଟି ନାଶ

ବର୍ଷା ବହୁଳେ ସୃଷ୍ଟି ନାଶ

ଲୁହ ତ କେବେ ଦୁଃଖ ର

ପୁଣି ଓଠ ରେ ଫୁଟାଏ ହସ

ବର୍ଷା ଓ ଲୁହ ଦୁଇଟି ଜଳ ଧାର

ଗୋଟିଏ କରେ ସମୁଦ୍ର ତ

ଆଉ ଗୋଟେ ଟାଣି ଥାଏ

ସମ୍ପର୍କ ରେ ଗାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍