STORYMIRROR

MITALI ROUT

Others

3  

MITALI ROUT

Others

ନୀରବତା

ନୀରବତା

1 min
422

କେହି କେବେ ଭାବିଛିକି

ବୃକ୍ଷ ଏକ ଜୀବ କି ନିର୍ଜୀବ

ରକ୍ତ ତାର ଅଛି କି

ନିଶ୍ୱାସ ପ୍ରଶ୍ୱାସ ଚାଲିଛିକି

ହେଲେ ତାକୁ କାଟି କାଟି

ଭୁଇଁ ହେଲାଣି ଟାଙ୍ଗରା ମାଟି

ତା ବଂଚିବା ଚିନ୍ତା କାହାକୁ ଅଛି କି

ତାର ଭାବନା କେହି ବୁଝିଛି କି

ମର୍ମାହତ ଅନ୍ତର କୁ ଦେଖାଇ ସେ ପାରେନା

କି ପ୍ରତିଶୋଧ ବି ନେଇ ଜାଣେନା

ଜୀବନ ଥିଲେ ବି କହି ତ ପାରେନା

ନୀରବତା ଯେ ତାର ନିଜର

ମନେରଖ ଏ ପୃଥିବୀ ରେ

ବୃକ୍ଷ ହିଁ ଜୀବନ ଦାନ ର ଭଣ୍ଡାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍