STORYMIRROR

Debabrata Barik Debunu

Abstract

2  

Debabrata Barik Debunu

Abstract

ମକର ପର୍ବ

ମକର ପର୍ବ

1 min
159

ମକର ପର୍ବ ବଡ ପରବ

ଉସୁନା ଚମନ ହରେ

ଭଞ୍ଜ ମାଟିରେ ଏହି ପର୍ବକୁ

ପାଳନ୍ତି ଘରେ ଘରେ

ବାଣ ଫଟକାର ଠୋ ଠ। ଶବ୍ଦେ

ପୁରି ଉଠେ ଗଗନ

ନୂଆ ଜମା ,ପିଠା ପଣା ଦେଖି

ଖୁସିରେ ନାଚେ ମନ

ମୟୁରଭଞ୍ଜ ର ଗାଁ ସାହିରେ 

ପୂଜା ପଦ୍ଧତି ଚାଲେ

ଧୂପ ଦୀପର ଗନ୍ଧ କର୍ପୂରେ

ଆଧ୍ୟାତ୍ମିକ ଭାବ ଛୁଟେ

ଆସ ହେ ମିତ ଆସ ସଙ୍ଗ।ତ

ରାଗ ରୁଷାକୁ ଛାଡି

ମକର ପରବ ପାଳିବା ଆମ୍ଭେ

ହାତକୁ ହାତେ ଯୋଡି


Rate this content
Log in

Similar oriya poem from Abstract