Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Ray

Action Classics Inspirational

3  

Kalpana Ray

Action Classics Inspirational

ମହିଷାମର୍ଦୀନୀ

ମହିଷାମର୍ଦୀନୀ

1 min
229



ମହିଷକୁ ମାରି ତୁହି ମହିଷାମର୍ଦିନୀ

ଦୁଃଖନାଶ କରୁତୁହି ଦୁଃଖ ବିନାଶିନୀ

ଶୁଭ୍ର ଚାମର ଵ୍ୟଜନ କରେ କାଶତଣ୍ଡୀ

ଅଭୟଦାୟିନୀ ପୁଣି ଶକ୍ତି ସ୍ଵରୂପିଣୀ ।


ମା ଜଗଦମ୍ବା ତୁହି ଅଟୁ ବିଶ୍ଵମୂର୍ତ୍ତି

ଅସ୍ତ୍ରଶସ୍ତ୍ର ଦେବାଦେବୀ କରିଦେଲେ ଭର୍ତ୍ତି

ଦଶଭୁଜ ବୋଲି ତୋର ତୁହି ଦଶଭୁଜା

କରୋନା ଭୁତାଣୁ ଆସି କରି ଦେଲା ଗେଜା ।


ଶାନ୍ତକାନ୍ତ କୋମଳାଙ୍ଗୀ ପୁଣି ଉଗ୍ରରୂପ

ମଙ୍ଗଳକାରିଣୀ କରୁ ମଙ୍ଗଳ ଅନେକ

ମହାମାରୀ ଯୋଗୁଁ ଆମେ ଭୋଗଛୁ ତ ଦୁଃଖ

ମାଆ ତବ ତ୍ରିନେତ୍ରରେ ତାକୁ ଆଗେ ଦେଖ।


ଖଣ୍ଡା ଖର୍ପର ଧାରିଣୀ ଅମ୍ବିକା ତ ନାମ

ସ୍ଵଚ୍ଛ ଶରତ ଋତୁରେ ତୁମ ଆଗମନ

ଦୁଷ୍ଟଜନ ଦୁଷ୍କର୍ମରୁ ନାଚେ ମହାମାରୀ

ଦୁଷ୍ଟ ନିବାରଣ କରି ଘଉଡାଅ ଅରୀ

ଯୋଡହସ୍ତେ ମଥାନଇଁ କରୁଛୁ ଗୁହାରି ।



Rate this content
Log in