STORYMIRROR

କଳ୍ପନା ରାୟ

Romance Classics Inspirational

3  

କଳ୍ପନା ରାୟ

Romance Classics Inspirational

ଗୋଲାପ

ଗୋଲାପ

1 min
263


ଗୋଲାପରେ ଗୋଲାପ 

ନାନା ରଙ୍ଗେ ଶୋଭାପାଉ

ଆଣୁ ପ୍ରୀତିର ପୁଲକ ।


ଲାଲବାହାଦୁରଶାସ୍ତ୍ରୀଙ୍କ ପ୍ରିୟ

ଲାଲ୍ ରଙ୍ଗର ଗୋଲାପ

ଛାତିରେ ଲଗେଇଵା ଥିଲା ସଉକ ।


ଡାଳରେ ତୁ କଣ୍ଟା ରଖିଛୁ

ଫୁଲ କିନ୍ତୁ ନରମ ଅନେକ

କଷ୍ଟ ଆଉ ସୁଖର ଅଭିନ୍ନ ରୂପ ।


ଶିରିଡି ସାଇଙ୍କ ସବୁଠୁ ପ୍ରିୟ

ଲାଲ୍ ଗୋଲାପର ବୁଝାବୁଝା ସୁଖ

ଦେଖି ଭକ୍ତହୁଏ ଆହ୍ଲାଦିତ ଅମାପ।


ଧଳାଠୁ ନାଲି, ହଳଦିଆଠୁ ଗୋଲାପି

କେଉଁ ରୂପ ତୋର ନାହିଁ କହ

ପ୍ରେମର ପରିଭାଷା ତୋ ସହ ଅନେକ ।


ଗୋଲାପ ତୋ ଭାଗ୍ୟକୁ ଦେଖ

ଜନ୍ମଦିନ, ଵିଵାହ ବାର୍ଷିକୀଠୁ ସଭା

ମୃତ୍ୟୁରେ ବି ତୋର ସ୍ଥିତି କାହାକୁ ଅଛପା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Romance