STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମହାସତୀ ସାବିତ୍ରୀ

ମହାସତୀ ସାବିତ୍ରୀ

1 min
228

ହେ ସାବିତ୍ରୀ ତୁମରି ଚରଣେ ମୋର

ପ୍ରଣତି

ତୁମେ ବୋଲାଉ ଅଛ ସଂସାରରେ

ମହାସତୀ

ସତ୍ୟବାନଙ୍କୁ ତୁମେ ବିବାହ କରିଥିଲ

ତୁମ ପତି ବ୍ରତା ଧର୍ମ କେବେ 

ନ ଛାଡିଲ

ତୁମେ ପରା ସତ୍ୟବାନ ସାଥେ ସାଥେ ରହିଥିଲ

ଯମ ରାଜାଙ୍କୁ ସନ୍ତୁଷ୍ଟ କରି ବର ମାଗିଥିଲ

ଦୁହିତା ହୋଇ ଦୁଇ କୁଳକୁ ଉଦ୍ଧାର କରିଲ

ତୁମରି କିରତି ସଂସାରେ ରଖିଥିଲ


ସତ ପୁତ୍ରର ଜନନୀ ହେବାକୁ ମାଗିଥିଲ ବର

ଯମ ରାଜାଙ୍କ ଠାରୁ ଫେରାଇ ଆଣିଲ ସତ୍ୟବାନଙ୍କୁ ତୁମର

ମହା ସତୀ ରୂପେ ହୋଇଲ ବିଖ୍ୟାତ

ଯୁଗେ ଯୁଗେ ପୁଜିବ ତୁମକୁ ଜଗତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational