STORYMIRROR

Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

ମହାପୁରୁ 

ମହାପୁରୁ 

1 min
12


ତୁମେ ସକାଳ ସକଳ ସର୍ବସ୍ବ 
ଭକ୍ତଙ୍କ ଆଶା ଭରସା ବିଶ୍ୱାସ 
ସବୁ ଏଇ ପଟିଦିଅଁ ଭରଷା ଆଶ 
ଚାହିଁଦେଲେ ଚକାଆଖିଙ୍କ ସ୍ପର୍ଶ 
ଲାଗେନା ନିରାଶା ବରଂ ମନ ଉଷ୍ମ 
ଜଗନ୍ନାଥ ତୁମେ ପିତାମହ ଭୀଷ୍ମ 
ତୁମ କରୁଣାରେ ଝଲକ ଝାସ 
ମନ ବୃନ୍ଦାବନ ହୃଦ ଚନ୍ଦନ ବାସ 
ଦେଖିଲେ ଆଖି ଲାଖି ହରସ 
ବର୍ଷକୁ ବର୍ଷ  ରଥଯାତ୍ରାର ମାସ 
ଆସିବ ଆଶାଢ଼ ବର୍ଷିବ ପୁଷମାସ 
ଯୁଗ୍ମ ଓ ଯୌଗିକ ଭକ୍ତ ମହାପୁରୁ ସ୍ପର୍ଶ 
ଲାଗିବ ହର୍ଷ ଗହଳି ଚହଳିରେ ବନମାଳି 
ତୋଷ ବେଶ ରୋଗ ଋଣ ଅବକାଶ 
ରହେନା ଲେଶ ଉଜ୍ଜ୍ୱଳ ପ୍ରକାଶ ତୋଷ 
ରାଶିଚକ୍ରେ ମେଷ ବୃଷ ହରଷ 
ଦେଖି ଜଗନ୍ନାଥଙ୍କ ବିଶ୍ୱପ୍ରକାଶ 
ରଥ ପଥ ଜଗନ୍ନାଥଙ୍କ ଚତୁର୍ଦ୍ଧା ବେଶ
ଭାବର ଠାକୁର ତୁମେ ହିଁ ବିଶ୍ୱର ପୁର୍ଣ୍ଣ କଳସ 
କିଏ ଡାକେ ସାଇଁ କିଏ ଭାବଗ୍ରାହୀ 
ମହାପୁରୁ ପ୍ରଭୁ ବିଶ୍ୱର ଅବଶ୍ୟ


Rate this content
Log in

Similar oriya poem from Action