STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ମହାନିର୍ବାଣ

ମହାନିର୍ବାଣ

1 min
214

ତମ ସ୍ମୃତି ଝୁରେ ବୋଲି

ହଳାହଳ ପିଇଛି

ଜାଣେନି ମୁଁ ଗରଳ

ପିଇବାକୁ ଜୀବନ ଯାତ୍ରାରେ

କେବେ ସାଜିବାକୁ ପଡେ ନୀଳକଣ୍ଠ

ସ୍ମୃତି ନୁହେଁ ହଳାହଳ ଗରଳ

ହେଲେ ବି ତ ଝୁରେ

ଜାଣିଛି ଜୀବନ ଲୋଭନୀୟ

ମୃତ୍ୟୁ ଅନିର୍ଵାର୍ଯ୍ୟ

ଜୀବନ ମରଣର ବାଘଯନ୍ତା

ବଞ୍ଚିବାର ମୋହ କେବେ ଖୋଜେ ନିର୍ବାଣ

କେବେ ଖୋଜେ ମହାନିର୍ବାଣ

ଶବ ହେଲା ପରେ କିଛି ମାନେ

ନଥାଏ, ଜିଁବା, ମରିବାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Abstract