Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ସୁରେନ୍ଦ୍ର ମିଶ୍ର

Horror

3  

ସୁରେନ୍ଦ୍ର ମିଶ୍ର

Horror

ମହାମାରୀ

ମହାମାରୀ

1 min
330


ଜୟ ଜୟ ଜଗନ୍ନାଥ

କେତେ ଯେ ଭକ୍ତ ତୋର ହେଲେଣି 

କୋରୋନା ରେ ପୀଡିତ ।


କୋରୋନା ନାମକ ମହାମାରୀ

ସାରା ବିଶ୍ୱ ରେ ତାର ଆତଙ୍କ ଭାରୀ,

ଚାଇନା ଦେଶରୁ ଆସିଛି ପଳାଇ

ତୋର ସମସ୍ତ ଭକ୍ତ ଙ୍କୁ ନେଇକି ଯିବା ପାଇଁ ।


ମାଳିକା ବଚନ କି ହେବ ସତ 

ଧ୍ୱସଂ ହେବ କି ଏହି ବିଶାଳ ଜଗତ,

କୋରୋନା କରୁଛି ଗୋଟେ ପରେ ଗୋଟେ ଆକ୍ରମଣ

ସମସ୍ତ ବିଶ୍ୱବାସୀ ଏଠାରେ ହେଉଛନ୍ତି ସଂକ୍ରମଣ ।


ରୋକିବାକୁ ନାହିଁ କୌଣସି ଟୀକା

ଏଠାରେ ଗୋଟେ ପରେ ଗୋଟେ

ଜୀବନ ହଉଛି ପାଣି ଫୋଟକା

ସଚେତନତା କୁ କରିବା ବ୍ରହ୍ମା ଅସ୍ତ୍ର

କୋରୋନା କୁ କରିବା ଛାରଖାର

କୋରୋନା ବି ହେବ ଦୂର ।


ବଜାଇ ରଖିବା ସମସ୍ତେ ସାମାଜିକ ଦୂରତା

 ବାରମ୍ବାର ହାତ ଧୋଇବା ଭୁଲିବାନି ଏହି କଥା ।


ବହୁତ ଭିଡ ପାଖରୁ ହେବା ଦୁରେଇ

କାଶିବା ବେଳେ ସମସ୍ତେ ମୁହଁ ରେ 

ଦେବା ରୁମାଲ ଘୋଡାଇ ।


ମୁହଁ ରେ ମାସ୍କ ପିନ୍ଧିବା ବାହାର କୁ ଗଲେ

ଘରକୁ ଆସିଲେ ଯତ୍ନରେ ଖୋଲିବା

ଧୀରେ ଧୀରେ ସମସ୍ତ ଙ୍କୁ ଛୁଇଁବା ମନା

ଏହି ପ୍ରକାର ଆଉ ସମସ୍ତ ନିୟମ ମାନିଲେ 

କୋରୋନା ପଳାଇବାର ଅଛି ବହୁତ ସମ୍ଭାବନା ।


କୋରୋନା ହାରିବ ହାରିବ

ଉଡିବ ଆମ ସଫଳ ବାନା ।


Rate this content
Log in