STORYMIRROR

Jeenashree Routray

Classics Inspirational Children

3  

Jeenashree Routray

Classics Inspirational Children

ମହା ବିଷୁବସଂକ୍ରାନ୍ତି

ମହା ବିଷୁବସଂକ୍ରାନ୍ତି

1 min
227


ପୂଣ୍ୟ ତିଥି ଏ ଇ ବିଷୁବ ତିଥି


ଏ ତିଥି ଅଟ ଇ ମହାପର୍ବ ର ସାଥି


ଚୈତ୍ର ମାସ ମା ମଙ୍ଗଳା ଙ୍କ ଓଷା


ଆରମ୍ଭ ହୁ ଅ ଇ ମନେ ରଖି କେତେ ଯେ ଆଶା


ପୁର ପଲ୍ଲୀ ପୁରୀ ଉଠେ ଘଣ୍ଟ , ହୁଳହୁଳି ରେ


ମାଆ ମଙ୍ଗଳା ଙ୍କ ପୀଠ ଭାରିଯାଏ ଜଣ ସମାଗମ ରେ


ବୈଶାଖ ମାସ ହୁଅଇ ଝାଞ୍ଜି ପବନ


ଚୈତ୍ର ମାସ ର ବିଷୁବ ସଂକ୍ରାନ୍ତି ର ଦିନ


ଝାଉଁ ଚା ଲ ଇ ମା ମଙ୍ଗଳା ପାଶେ


ଖୁସି ର ବା ତା ବରଣ ନେଇ ଆସେ


ପଣା ସଂକ୍ରାନ୍ତି ବୋଲି ଓଡ଼ିଶା ବାସୀଙ୍କୁ ଜଣା


ଘରେ ଘରେ ହୋଇ ଥାଏ ମଧୁର ପଣା


ଉତ୍କଳୀୟ ନବ ବର୍ଷ ରୂପେ ପରିଚିତ


ଏ ଦିନ ଠାରୁ ନୂତନ ପଞ୍ଜିକା ହୋଇଥାଏ ପ୍ରଚଳିତ


ଦହି , ଛେନା,କଦଳୀ, ନବା ଦ,ମରିଚ ହୁଏ ଏକତ୍ର


ପଣା ପାନୀୟ କରନ୍ତି ଅତିଥି ଓ ଅଭ୍ୟାଗତ


ରୌଦ୍ର ତାପ ରୁ ରକ୍ଷା ପାଇଁ ବୃନ୍ଦାବତୀ ଙ୍କ ନିକଟେ ଛାମୁଣ୍ଡିଆ ସଜ୍ଜିତ


ଠେକି ବନ୍ଧା ଯାଇ ନିରନ୍ତର ହୁଅଇ ଜଳ ଅର୍ପିତ ।


ଘଣ୍ଟ ପାଟୁଆ, ଦଣ୍ଡପାଟୁଆ ଗାଁ ଗାଁ ବୁଲି କରନ୍ତି ନୃତ


ଅତି ଆଡ଼ମ୍ବରେ ଝାମୁଯାତ୍ରା ହୁଅଇ

 ଆୟୋଜିତ ।


Rate this content
Log in

Similar oriya poem from Classics