Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Romance

3.5  

Amit Bal

Romance

ମେଘର ଋତୁରେ ପ୍ରିୟାର ରଙ୍ଗ

ମେଘର ଋତୁରେ ପ୍ରିୟାର ରଙ୍ଗ

1 min
33


ପହିଲି ମେଘର 

        ପହିଲି ଛୁଆଁ ରେ

   ଦୂରେଇ ଯାଅନା ପ୍ରିୟା,

ତୁମ ରୂପ ଦେଖି

        ମନ ଯାଏ ଲାଖି 

    ଦଣ୍ତିଏ ହୁଅନା ଠିଆ ।


ଲୋଟଣି ଖେଳୁଛି

         ମେଘର ବଉଦ

     ମାଡ଼ି ଆସୁଅଛି ରାତି,

 ତୁମ କଥା ଭାବି

        ଅଳକା ନନ୍ଦା ଗୋ

    ମୋ ମନେ ଜାଗୁଛି ପ୍ରୀତି।


ଆଖି ବୁଜି ଦେଲେ

          ଦେଖା ଯାଉ ଅଛି

     ତୁମ ସେଇ ଗୋରା ମୁହଁ,

ତୁମରି ସୁବାସେ

          ମହକି ଉଠୁଛି

     ଏଇ ମୋର ମନ ଦେହ।


ତୁମେ ତ ଜାଣନା

          ତୁମ ଅଜାଣତେ

     କେତେ ଯେ ମୁଁ ଭଲପାଏ,

ବରଷା ରାତିରେ

         ଜହ୍ନ ଜହ୍ନ ହୋଇ

      ତୁମକୁ ହିଁ ଖୋଜୁଥାଏ।

        


Rate this content
Log in

Similar oriya poem from Romance