STORYMIRROR

Prasanta Kumar Behera

Romance Fantasy Others

3  

Prasanta Kumar Behera

Romance Fantasy Others

ମଧୁପର୍ବ

ମଧୁପର୍ବ

1 min
291


ତମେ ମୋ ଗୋଲାପ 

       ମୋ ମନ ବଗିଚାର 

                  ପାରିଜାତ


ତମେ ମୋ ପଦ୍ମିନୀ 

     ମୋ ହୃଦ ସରୋବରେ

                ପ୍ରସ୍ପୁଟିତ


ତମ ପ୍ରେମ ମୋର 

     ଅମୃତ କଳସୀ

        ମୋର ଅମରତ୍ୱ ରସ


ତମ ପ୍ରେମ ମୋର 

     ଶାଶ୍ୱତ ଗୀତିକା

       ମୋର ପୁଲକ ଉଛ୍ଵାସ


ତମ ଗୋଲାପୀ ପ୍ରେମର 

        କଣ୍ଟକ ପୀଡନ

    ମୋର ନିର୍ବାଣର ଯୋଗମାର୍ଗ


ତମ ସୁଧାଓଠ ଝରା 

      ରସ କଲ୍ଲୋଳିନୀ

        ମୋର ପ୍ଲାବନର ମଧୁପର୍ବ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance