STORYMIRROR

MADHUSMITA SWAIN

Abstract

2  

MADHUSMITA SWAIN

Abstract

ମଧୁ ଠୁ ମଧୁର

ମଧୁ ଠୁ ମଧୁର

1 min
190

ସମୁଦ୍ର ନିର ଅଟେ ଅପାର

ପ୍ରେମ ମୋର ଦିନେ

ହବ ସାକାର

ନୀଳ ଆକାଶର ନାହିଁ ଆକାର

ପ୍ରେମ ପୁଷ୍ପ ମୋର

କର ସ୍ୱୀକାର

କୋଇଲିର ସ୍ୱର ଭାରି ମଧୁର

ନିର୍ମଳ ହୃଦୟେ

ଆପଣା କର

ମଧୁ ଠୁ ମଧୁର ପ୍ରେମ ଟି ମୋର

ଶୀତଳ ପରସ

ଯେହ୍ନେ ଚାନ୍ଦର

ପତ୍ର ମଧ୍ୟେ ପ୍ରିୟ ପାନ ପତର

ତୁଚ୍ଛ ଭାବନା କୁ

ନକର ଡର

ପକ୍ଷୀ ଜାତି ଶିର ମୟୁର

ତୁମ ଠାରୁ କ୍ଷଣେ

କରନା ଦୂର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract