STORYMIRROR

MADHUSMITA SWAIN

Romance

2  

MADHUSMITA SWAIN

Romance

ଏଇଠି ସେଇଠି

ଏଇଠି ସେଇଠି

1 min
111

ଅଦୃଶ୍ୟ ଭୂତଟେ ନିତି ଘାରୁ ଥାଏ

ନାମ ଟି ତାହାର ପ୍ରେମ

ସୂରୁଜ କିରଣେ ଚମକ ଦିଏ ସେ

ଛନ ଛନ ହୁଏ ମନ

ଆତ୍ମୀୟ ସୁଜନ ବୁଝେ ନାହିଁ କିଛି

ମନ କରେ ରୋମାଂଚିତ

ଶୟନେ ସପନେ ଅସ୍ଥବେସ୍ତ କରେ

ମିଳେ ଅଦୃଶ୍ୟ ଇଙ୍ଗିତ

ଅଜ୍ଞାନ୍ତେ ଅଧର ଧରେ ବାରବାର

ନାଁଟି ତୁମ ଭଳି ଭଳି

ଝରଝର ବହେ ପ୍ରୀତିର ଝରଣା

ବାସ ଛୁଟେ କି ଶେଫାଳି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance