STORYMIRROR

MADHUSMITA SWAIN

Romance

2  

MADHUSMITA SWAIN

Romance

ଏ ମନ

ଏ ମନ

1 min
166

ମନ ଯଦି ଥରେ

ହୋଇଯାଏ ଚୋରି

ଯାଯାବର ହୁଏ

ଏଇ ଛୋଟ ମନ ପୁଣି

ଲଗାଇ ମନରେ ରଙ୍ଗ

ଅଜ୍ଞାନ୍ତ ରେ କେବେ ସେତ

ସାଜିଲା ମନରେ ସଙ୍ଗ

ଅଚିହ୍ନାର ମୁହଁ

ଅଦେଖା ଦୁନିଆ

ଲାଗେ କାହିଁ ଆଜି ଚିହ୍ନl

ହୃଦୟ ସ୍ପନ୍ଦନ

ତଳେ ତଳେ ମନ

ନିତି ଗାଉଥାଏ

ପ୍ରୀତି ଭରା ସେଇ ଗୀତ

କାହାଣୀ ହେବା ମୋ ସତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance