STORYMIRROR

MADHUSMITA SWAIN

Romance

2  

MADHUSMITA SWAIN

Romance

ଧୋକା ବିନା ପ୍ରେମ ଅଧୁରା

ଧୋକା ବିନା ପ୍ରେମ ଅଧୁରା

1 min
156

ପାଦ ଥାପି ଥାପି ଚାଲୁଥିଲି ନିତି

ଅଜଣା ରାଇଜେ ପାଦ ଗଲା ଖସି

ଟଳମଳ ହୁଏ ଚିନ୍ତାର ପାହାଚ

ପ୍ରିୟା ମୋ ବସିଛି ଅଭିମାନେ ରୁଷି

କାହିଁକି ପ୍ରିୟା ମୋ ଅବୁଝା ହେଇଛି

କାହିଁକି କେମିତି ବୁଝିମୁ ପାରୁନି

ଚାନ୍ଦ ଲୋଡ଼ା ଥିଲେ ତୋଳିମୁ ଆଣିବି

ଆବୁଝା ପ୍ରିୟା ମୋର ଯାଆ ଲୋ ବୁଝି

କେତେ ମୁଁ ଝୁରୁଛି ତୋର ବାଟ ଚାହିଁ

କେମିତି କହିବି ତୁ କିବା ବୁଝିବୁ

ମନର କୋହକୁ ମନରେ ଚାପିଲେ

କେମିତି ବଞ୍ଚିବି କେତେ ଦିନ ଆଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance