STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ମୌସୁମୀ 

ମୌସୁମୀ 

1 min
0


ମୌସୁମୀ ଆସ ହୋଇ ହର୍ଷ 
ଆଶାଢ଼ ଶ୍ରାବଣ ଦୁଇ ମାସ 
ମନ ଦେଇ ଦିଅ ସ୍ପର୍ଶ ଆସି ବର୍ଷ 
ଲୁଚ ନାହିଁ ବହି ରୋଷ 
ଦିଅ ନାହିଁ ଜମା ଦୋଷ 
ବରଷି ଯାଅ ନକରି କଷ 
ହସି ହସି ବର୍ଷି ବର୍ଷା ଆସ 
ଲଘୁଚାପ ଛାଡି ଆସ ଉଡି ଉଡି 
ବରଷେ ବରଷି ହୁଅ ହରଷ 
ବର୍ଷା ତୁମ ପରଶ କଷ ମିଶ 
ହସି ହସି ମେଘ ପାଲିଙ୍କିରେ ଆସ 
ଫୁଲ ପତର ଫଳ ଗଛର ରୁଷ 
ମେଘ ତୁମେ ବର୍ଷା ହୋଇ କାଶ 
ଘଡଘଡି ପରେ ବିଜୁଳି ଆଲୋକ ସ୍ପର୍ଶ 
ରୁଷ ନାହିଁ ମେଘ ବରଷକେ ବାର ମାସ 
ଏବେ ଓଲ୍ହେଇ ଆସ ହାତେ ଧରି ଫାର୍ସ 
ଟୁପୁ ଟୁପୁ ଝୁପୁ ଝୁପୁ ଝିପି ଝିପି ଫିକ ଫିକ 
ବର୍ଷାର ଟୋପା ଧରଣୀ ରେ ଖସ 
ତୁମେ ଆସିଗଲେ ଦୁଃଖ ରହିବନି ଲେଶ 
ଖୋଜନ୍ତି ପକ୍ଷୀ ମଣିଷ ପଶୁ ଜନ୍ତୁ ମେଷ 
ଚଳିବକି ଦୁନିଆଁ ନଦେଖି ତୁମ ହସ 
କୃଷକର ହସ ମଣିଷର ଆଶ
 ପୁରିବପାଇ ତୁମରି ସ୍ପର୍ଶ 
ବରଷା ବରଷି ଜଳ ପରଷି ମାଟିରେ ମିଶ 
ଜଳ ବିହୁନେ ସୃଷ୍ଟି ନାଶ 
ଜଳ ବହୁଳେ ସୃଷ୍ଟି ନାଶ 
ବର୍ଷା ଆସି ଧରାରେ ପ୍ରକାଶ


Rate this content
Log in

Similar oriya poem from Classics