STORYMIRROR

Sushree sangita Swain

Abstract

2  

Sushree sangita Swain

Abstract

ମାୟାବିନୀ

ମାୟାବିନୀ

1 min
2.5K

ନାରୀ କୁ ମାୟାବିନୀ

କହୁଥିବା ଲୋକମାନେ

ବେଶୀ ବେଶୀ ନାରୀ ର ମାୟା ରେ ପଡନ୍ତି

ନାରୀ କୁ ନର୍କ ର ଦ୍ୱାର ଭାବୁଥିବା ଲୋକମାନେ

ବେଶୀ ବେଶୀ ସେ କୁହୁକ ଦ୍ୱାର ସେପଟେ ରହିଥାନ୍ତି

ନଦୀ ନାରୀ ନକ୍ଷତ୍ର ର

ପରିଭାଷା ଖୋଜୁ ଖୋଜୁ

ଇତିହାସ ପାଲଟି ଯାଆନ୍ତି

ବାର ବାର ନାରୀ ର ସୌନ୍ଦର୍ଯ୍ୟ ଅନଳେ

ପତଙ୍ଗ ପରି ଝାସ ଦିଅନ୍ତି

ଭୁଲି ଯାଆନ୍ତି ସେମାନେ

ଆତ୍ମା କୁ ବାଧିଲେ

ନାରୀ ଆଖି ରୁ ନିଆଁ ବାହାରେ

ଆଉ ତା ଲୁହରେ

ଭାସିଯାଏ କେତେ ଯେ ସାମ୍ରାଜ୍ୟ

ଇତିହାସ ପୁରାଣର ପୃଷ୍ଠା

ମୁକସାକ୍ଷୀ ତାର ||


Rate this content
Log in

Similar oriya poem from Abstract