STORYMIRROR

Brundabana Pradhan

Tragedy

3  

Brundabana Pradhan

Tragedy

ମାଟିଘର

ମାଟିଘର

1 min
230


ସିମେଣ୍ଟ ର ପ୍ରଲେପ ନୁହେଁ ମାଟି ଘର 

ଥାଏ ତା ଦେହେ ଚାଳ ଓ ଛପର 

ବର୍ଷା ସହେ ନାହିଁ ଦୁଃଖ ଏକା ଗରିବର 

ହେଲେ ବି ଖୁବ୍ ଭଲଲାଗେ ମାଟିଘର। 


ସେ ଘରର ବାସ୍ନା ମହକେ ଚଉଦିଗ

ଗ୍ରୀଷ୍ମ କାଳେ ଲାଗେ କେତେଯେ ହିତ 

ମୂଲ୍ୟହୀନ ନୁହେଁ ମାଟିର ଘର 

ଆଶ୍ରୟ ମୋ ଜନ୍ମ ଜନ୍ମାନ୍ତରର ।


ତେପନ ଅଜାର ମାଟିର ଘର 

ଅତୀତର ଅଟେ ସ୍ମୃତି ମୋହର 

ତାହାର ଯତନ କରିବି ହସିହସିକା 

ଅତୀତର ସ୍ମୃତି ଗାଇଗାଇକା। 


ସିମେଣ୍ଟ ଘର କୂତ୍ରିମ ସହର 

ଲାଗେ ମତେ ଭଲ ଗାଁ ମାଟିଘର। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy