STORYMIRROR

sumita behera

Inspirational

2  

sumita behera

Inspirational

ମାଟି

ମାଟି

1 min
111

       


 ମାଟି ପିଣ୍ଡୁଳାର ମୋହ ଛାଡି କି ପାରୁଛି,

 ନାନା ରଙ୍ଗେ ନାନା ଢ଼ଙ୍ଗେ ନିତି ସଜାଉଛି।

 ସବୁ ଜାଣି ସବୁ ଶୁଣି ଭୁଲି ମୁଁ ଯାଉଛି,

 ବିଧିର ଇଙ୍ଗିତ ବୁଝି ଅବୁଝା ହେଉଛି।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Inspirational