STORYMIRROR

Gajendra Kumar sethy

Inspirational

3  

Gajendra Kumar sethy

Inspirational

ମାଟି

ମାଟି

1 min
239

କିଏ କହେ ମାଆ

କିଏ କହେ ସାହା

କିଏ କହେ ଧରଣୀ

କିଏ କହେ ଜନନୀ

କିଏ କହେ ଧରିତ୍ରୀ

କିଏ କହେ ଗାୟତ୍ରୀ

କିଏ କହେ ସଂପଦ

କିଏ କହେ ଧନତ

କିଏ କହେ ଜୀବନ

କିଏ କହେ ସପନ

କିଏ କହେ ଭରସା

କିଏ କହେ ମୋ ଆଶା

କିଏ କହେ ମୋ ଲକ୍ଷ୍ମୀ

କିଏ କହେ ମୋ ସାକ୍ଷୀ

କିଏ କହେ ସେ ମାଟି

ମୁଁ କହେ ମୋ ମାଆଟି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational