Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here
Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here

TapaswiniDash Sarangi

Inspirational Others


4.5  

TapaswiniDash Sarangi

Inspirational Others


ମାତୃଭାଷା

ମାତୃଭାଷା

1 min 23.6K 1 min 23.6K

କି ଆତ୍ମୀୟତା କେଜାଣି ମୋ ମାତୃଭାଷା ପ୍ରତି

ପ୍ରତ୍ୟେହ କିଛି ସମୟ ତା' ସହିତ 

ନ'ବିତାଇଲେ ଲାଗେ ସେ ଯେମିତି

ଅଭିମାନ କରିବ କି ଆଉ।

ହଁ ସେଥିପାଇଁ ବୋଧେ 

ଭାରି କଷ୍ଟ ଲାଗେ କେହି ଓଡିଆ

କେବେ ତା'କୁ ଅନାଦର କଲେ।

ଅନ୍ତର ଭାରାକ୍ରାନ୍ତ ହୁଏ

କେବେ କେହି ଓଡିଆ

 ବିଦେଶୀ ଭାଷାର

ପ୍ରାଧାନ୍ୟତାରେ ମୋ 

ମାତୃଭାଷାକୁ ଦମନ କଲେ।

ମୁଁ ଗର୍ବ କରେ ମୋ ମାତୃଭାଷା ପାଇଁ

ମୁଁ ଗର୍ବ କରେ ମୋ ଓଡିଶା ମାଟି ପାଇଁ।


   


Rate this content
Log in

More oriya poem from TapaswiniDash Sarangi

Similar oriya poem from Inspirational