STORYMIRROR

Tapaswini DashSarangi

Inspirational Others

4  

Tapaswini DashSarangi

Inspirational Others

ମାତୃଭାଷା

ମାତୃଭାଷା

1 min
23.6K

କି ଆତ୍ମୀୟତା କେଜାଣି ମୋ ମାତୃଭାଷା ପ୍ରତି

ପ୍ରତ୍ୟେହ କିଛି ସମୟ ତା' ସହିତ 

ନ'ବିତାଇଲେ ଲାଗେ ସେ ଯେମିତି

ଅଭିମାନ କରିବ କି ଆଉ।

ହଁ ସେଥିପାଇଁ ବୋଧେ 

ଭାରି କଷ୍ଟ ଲାଗେ କେହି ଓଡିଆ

କେବେ ତା'କୁ ଅନାଦର କଲେ।

ଅନ୍ତର ଭାରାକ୍ରାନ୍ତ ହୁଏ

କେବେ କେହି ଓଡିଆ

 ବିଦେଶୀ ଭାଷାର

ପ୍ରାଧାନ୍ୟତାରେ ମୋ 

ମାତୃଭାଷାକୁ ଦମନ କଲେ।

ମୁଁ ଗର୍ବ କରେ ମୋ ମାତୃଭାଷା ପାଇଁ

ମୁଁ ଗର୍ବ କରେ ମୋ ଓଡିଶା ମାଟି ପାଇଁ।


   


Rate this content
Log in

Similar oriya poem from Inspirational