STORYMIRROR

Nirupama Tarai

Abstract Classics Inspirational

4  

Nirupama Tarai

Abstract Classics Inspirational

ମାତୃଭାଷା

ମାତୃଭାଷା

1 min
352


ହଜାର ହଜାର କଳା ସଂସ୍କୃତି କୁ ନେଇ

ଏହି ଆମ ପ୍ରିୟ ମାତୃଭୂମି।

ଭିନ୍ନ ଭିନ୍ନ ଲୋକ ରହନ୍ତି ଏଠି

ମାତୃଭାଷା ଆମ ଶ୍ରେଷ୍ଠ ଭାଷା।୧।


ଭାଷା ପ୍ରତି ଅଛି ସ୍ନେହ ମମତା

ସଭିଙ୍କ ର ମନେ ବଢେ ଉତ୍କଣ୍ଠା।

ଓଡ଼ିଆ ମାନଙ୍କ ଏ ପ୍ରିୟ ଭାଷା

କଲମ ମଧ୍ୟରେ ବଢାଏ ଚର୍ଚ୍ଚା।୨।


ସବୁ ଲେଖା ପଢା ଆମ ଭାଷା ରେ

ଓଡ଼ିଆ ମାନଙ୍କ ପ୍ରତି କୋଣରେ।

ସବୁ ଭାଷାର ଜନନୀ ଅଟେ

ଏହି ଠାରୁ ସବୁ ଭାଷାର ସୃଷ୍ଟି।୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract