STORYMIRROR

Bijoy Jena

Inspirational

3  

Bijoy Jena

Inspirational

ମାତୃ ଦିବସ ଉପଲକ୍ଷେ

ମାତୃ ଦିବସ ଉପଲକ୍ଷେ

1 min
178


ଗର୍ଭର ଯନ୍ତ୍ରଣାକୁ ସେ ସହିଥାଏ

ମାଆ ଟିଏ ହେବା ପାଇଁ

କେତୋଟି ମାର୍ଗ ଦେଇ

କନ୍ୟାରୁ ଦୁହିତା  ଦୁଇ କୂଳର ହିତା

କିଏ ଡାକେ ଭଗ୍ନୀ ଅବା କାର ଜାୟା

   ସ୍ଵାମୀ ଟି ପାଇଁ ସ୍ତ୍ରୀ

 ଶାଶୁ ପାଇଁ କୂଳବଧୂ

ଶେଷରେ ସନ୍ତାନ ଟିର ମାଆ ହେବା ପରେ

   ଜନନୀ  ସେ  ନମସ୍ୟା

ମା ଏକ ଶବ୍ଦ ନୁହେଁ  ଏକ ଆବେଗ

ଜନନୀ ଓ ଜନ୍ମଭୂମି

 ସ୍ଵର୍ଗ ଠାରୁ ଗରୀୟସି

ଆଜିର ମାତୃଦିବସରେ ଏଇ କଥା ମନେରଖି

ଏଇ ବାର୍ତ୍ତା ସମାଜରେ

ଅତ୍ର ଯତ୍ର ସର୍ବତ୍ର

ପରଶି ଦେବା ହସି ହସି

ମାଆ ଯେ ଜନ୍ମଦାତ୍ରୀ

ମାଆର ପଣତ କାନି

ମାଆର ଭାଷା ମାତୃଭାଷା

ସବୁ କିଛି ଆମ ପାଇଁ ଟେକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational