Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BANITA SAHU

Inspirational

4.0  

BANITA SAHU

Inspirational

ମାଁ

ମାଁ

1 min
274


ମାଆ ମୋର ଭାରି ସରଳ

ଅଝଟ ହେଲେ କରନ୍ତି ଗେଲ

ପାଖେ ମୋ ବସି କୁହନ୍ତି ଗପ

ସନ୍ଧ୍ୟା ହେଲେ ଭଜନ ଗାଇ ଦିଅନ୍ତି ଧୂପ

ମନରେ ନଥାଏ ରାଗ ଅଭିମାନ

ପୁଅ ଝିଅଙ୍କୁ ଦେଖନ୍ତି ସମାନ

ତାଙ୍କ ପଣତରେ ଲୁଚାଇ ଦୁଃଖ

ସମସ୍ତଙ୍କୁ ରଖନ୍ତି ଖୁସି

ସେ ମୋ ମାଆ



Rate this content
Log in

Similar oriya poem from Inspirational