STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Comedy

3  

ନାୟକ ଅକ୍ଷୟ ରାଜହସ୍ତୀ

Comedy

ମାଗଣା ଅଛି ତ ଦିଅ

ମାଗଣା ଅଛି ତ ଦିଅ

1 min
234

ଚୂପୁ ଚୁପ୍ ହୋଇ ଗୁପ୍ ଚୁପ୍ ଖାଅ

 ବଙ୍କା କରି ଓଠ ମୁହଁ,

ସେଇ ବଙ୍କା ତେଢ଼ା ପୀରତି ମଜା ରୁ

ଆମ କୁ ଟିକିଏ ଦିଅ,

କାଇଁ ନାଇଁ ନାଇଁ କହୁଥାଅ ।


ମାଗଣା ତିଅଣ ସୁଡୁକାଏ ବୋଲି

କହିଛି ମୋ ବୁଢ଼ୀଆଈ,

କିଣିବାକୁ ତୁଣ ପାଖେ କାହିଁ ଧନ

ହେବି କାଇଁ ହାଇପାଇଁ,

 ସାଜିବାକୁ ଘର ଜଇଁ ।


ନୀଳ ଦରିଆ ଚିଲିକା ମାଛ ତୁ

 ସାନ ମିରିକାଳି ମାଛ,

ଫୋନ କରି ରାତି ଅଧରେ

କହେ କେମିତିକା ଅଛ?

 ନୁହେଁ ଜମା ଏ ମିଛ ।


 ପ୍ରିତୀ ବାଲି ବୋଲି ହୂରି ପଡୁ ଅଛି

ସାନ କୁ ବୁଝେଇ ଦିଅ,

ଦେଇଦେଲେ ପ୍ରୀତି ଦି ଗୁଣ ବଢିବ

ଆଖି ଓଠ ହେବ ଜୟ

ମାଗଣା ଅଛି ତ ଦିଅ ।



Rate this content
Log in

Similar oriya poem from Comedy