STORYMIRROR

jagabandhu sahu

Comedy

4  

jagabandhu sahu

Comedy

Happy Chocolate Day

Happy Chocolate Day

1 min
217

ବଜାରକୁ ଯାଇ   ଆଣିଲି ମୁଁ ଧାଇଁ

   ଦାମି ଚକେଲେଟ କିଣି

ଚକେଲେଟ୍ ଦେଇ ପଟେଇବି ଗୋଟେ

    କିଛି ନ ହେଲେତ ନାହିଁ


ବୁଲି ବୁଲି ଯାଇ  ପାର୍କରେ ପସିଲି

   ଦେଖିଲି ଯୋଡି ଜାହୁଁଳି 

ଖୁଆ ଖୁଇ ହେବା ଏଆଖି ଦେଖିଲା 

    ମନ ହେଉଥିଲା ଭାଳି


ପାର୍କ ସେ ପାଖରେ ବସିଥିଲା ଗୋଟେ

   ସୁନ୍ଦରୀ ଝିଅଟେ ଏକା

ଭାବିଲି ଏଇଟା ଫାଙ୍କା ଅଛି ବୋଧେ

    ପଡ଼ିଲା ଭଲ ମଉକା


ଚୁପ୍ ଚାପ୍ ଯାଇ  ପାଖରେ ତାହାର

    ପଡିଲି ମୁହିଁ ଯେ ବସି

ହାବ ଭାବ ଦେଖି ମୁହଁକୁ ମୋ ଚାହିଁ

    ମୁରୁକି ଦେଲା ସେ ହସି


ଭାବିଲି ମନରେ  ପଟିଗଲା ବୋଧେ

    ଚକଲେଟ୍ ଦେଇ ଦେଲି 

ଚକେଲେଟ ସବୁ ଖାଇ ଦେଇ ସିଏ 

    ଚାହିଁଲାନି ଟିକେ ବୁଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Comedy