STORYMIRROR

Prashant Mahanta

Abstract Comedy Fantasy

4  

Prashant Mahanta

Abstract Comedy Fantasy

ସୌମ୍ୟ ରଞ୍ଜନ

ସୌମ୍ୟ ରଞ୍ଜନ

1 min
297


ମଜାକରି ତୁମେ ହସାଅ ବନ୍ଧୁମାନଙ୍କୁ ଅହର' । 

ପାଳ ଲହଡା ହେଉଛି ତୁମ ଜନ୍ମଭୂମି ଶ୍ରେଷ୍ଠ, 

ଘର ପାଖରେ ବହିଯାଏ ଏକ ନୈସର୍ଗିକ ନଦୀ ନିଶବ୍ଦ। 

ନଦୀ ପାଖରେ ବସି ତୁମେ ଲୁଟ ଆନନ୍ଦର ସାଗର, 

ଏକ ସରଳ ଜୀବନରେ ଅଛ ଜଣେ ପ୍ରେମିକ ମଧୁର। 

ତୁମ ଦିନ କଟେ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ରାଉରକେଲାରେ, 

ବିଇଡିରେ ପାଠ ଗ୍ରହଣ ତୁମ ଜୀବନର ସାଧନାରେ। 

ଗୀତରେ ତୁମର ମନ ବିହଙ୍ଗର ମେଘ, 

ଗାଇ ଦିଅ ନବଗୀତ ହରିଯାଏ ଦୁଃଖ ଆବେଗ। 

ଫୁଟବଲ ମାଡରେ ତୁମେ ଗର୍ଜନ ସିଂହାର, 

ତୁମ ଖେଳରେ ରହିଥାଏ ଆଶାର ନୂଆ ସ୍ଵପ୍ନ ସାର। 

ତୁମେ ହସ, ତୁମେ ଖେଳ, ତୁମେ ଗାଅ ସଫଳତାର ସ୍ୱର,

ସଫଳ ହେଉ ଜୀବନ, ସର୍ବଦା ଅବିରତ ଆନନ୍ଦର ଧାର।

ସୌମ୍ୟ ରଞ୍ଜନ, ତୁମ ଜୀବନ ହେଉ ସଫଳ ତରୁ, 

ପାଳଲହଡାର ମାଟି ଆଉ ନଦୀର ପବିତ୍ର ସ୍ମୃତି ସହ ସର୍ବଦା ସଂଯୋଗ ଥାଉ।

ଜନ୍ମଦିନର ଶୁଭେଚ୍ଛା, ସୌମ୍ୟ ରଞ୍ଜନ ଭାଇ!

ଏକଶନ ରିସର୍ଚ୍ ଲେଖିସାରି ମୁଁ ଯାଉଛି ଶୋଇ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract