STORYMIRROR

Prashant Mahanta

Abstract Comedy Classics

3  

Prashant Mahanta

Abstract Comedy Classics

ତାହେଲେ ସେ କିଏ

ତାହେଲେ ସେ କିଏ

1 min
27


କେଉଁ ଭାବନାରେ ଲିପ୍ତ ଅଛ,

ଅବା କାହାକୁ ଭାବୁଛ ,

 ଯଦି ଅଛି କହିବାର କିଛି, 

କହିଦିଅ ତାଙ୍କୁ ଅବିଳମ୍ବେ ଆଜି l

ବିତିଯିବ ସାରାଦିନ ମାସ ବର୍ଷ, 

ସରିବନି କେବେ ତୁମରି ପ୍ରୟାସ, 

କହିଛ କି କେବେ ମନର ଭାବନା, 

କହିଦେଲେ ଯିବ ମନର ବେଦନା l

ତୁମ ସମର୍ଥନେ ପୃଥିବୀ ଆକାଶ, 

ହେବନି ବିଫଳ ତୁମରି ପ୍ରୟାସ, 

ବନ୍ଧୁ ଭାବେ ଦେଲି ମନ୍ତବ୍ୟ କିଛି, 

ଆଉ କଣ ଲେଖିବି ଭାବୁଛି ବସି l

ଭାବିଲେ ତୁମ ମନ ଅଧିର ହୁଏ, 

କହିବକି ମତେ ତାହେଲେ ସେ କିଏ?


ଏହି ଲେଖାଟି ସୌମ୍ୟ ଭାଇଙ୍କ ଏକ whatsapp status ରେ ଛାଡିଥିବା ଫଟୋ କୁ ନେଇକି ଲେଖା ହେଇଛି ଯୋଉଥି କ୍ଲାସ ଭିତରେ ସେ କଣ ଗୋଟେ ଭାବୁଥିଲେ l ଇମେଜଟି thumbnail ରେ ରଖାଯାଇଛି l

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract