ନୟନ ବିଚରା
ନୟନ ବିଚରା
ବଡ ଅଜବ ସମୟରେ ଆମ ସମସ୍ତଙ୍କ ଜନ୍ମ
ବାତ୍ୟା ଦେଖିଲେ, ଭୂମିକମ୍ପ ଦେଖିଲେ,
ବନ୍ୟା ଦେଖିଲେ, କରୋନା ଦେଖିଲେ,
ଲକ୍ଡାଉନ୍ ଦେଖିଲେ, ନୋଟ ବନ୍ଦୀ ବି ଦେଖିଲେ.......
ଦୁଇହଜାର ଟଙ୍କାର ନୋଟ ଆସିବାର ଦେଖିଲେ
ଆଉ ଯିବାର ବି ଦେଖିଲେ...
ଦୁଇ ଶହ ଟଙ୍କା କିଲୋ ଟମାଟୋ
ହେବାର ବି ଦେଖିବାକୁ ମିଳିଲା......!
ଏ ଆଖି ସବୁକିଛି ଦେଖିଲା,
ଏଥିପାଇଁ ବୋଧେ
ଏବେ ଆଖି ଧରା(conjuctivitis/pink eye) ବି ଆସିଗଲା......
ଆଉ ପୁଣି କାଲିକି ଏ ଆଖି ଦୁଇଟାକୁ ଭିଜାଇବା ପାଇଁଆସୁଛି ଅସରାଏ ବର୍ଷା ......।।
