Happy Promise Day
Happy Promise Day
ସତ କଥା କହି ପଟିଲେନି ଜମା
ଗୋଟେ ବି ସୁନ୍ଦରୀ କେହି
ମିଛ ପ୍ରତିଶ୍ରୁତି ଦେଇ ପଟେଇବି
ନୂଆଁ ଅନୁଭୁତି ନେଇ
ଏଇ କଥା ଭାବି ପଟେଇଲି ଯାଇ
କୁମୁଟି ଘରର ଝିଅକୁ
ଶୁଣି ମୋର କଥା ରାଜି ହୋଇଗଲା
ଦେଖି ସିଏ ମୋର ମୁହଁକୁ
ଭାବିଲି ମନରେ ପଟେଇ ସୁନ୍ଦରୀ
କରିଦେବି ପୁରା ଖେଳ
ଯାହା ମୁଁ ଦେଖିଲି ଭାବିତ ନଥିଲି
ମୁଣ୍ତ ହେଲା ଗୋଳ ମାଳ
ଗାଆଁ ତୋଟା ମାଳେ ରାସ କରୁଥିଲା
ଧରି ଆଉ ଗୋଟେ ପୁଅକୁ
ସବୁଥିରେ ସିଏ ଭାଙ୍ଗିଲା ରେକର୍ଡ
ସାହୁ ଆଉ ମହାରଣାକୁ
