STORYMIRROR

Narayan Sethi

Comedy Romance Others

4  

Narayan Sethi

Comedy Romance Others

ଶୀର୍ଷକ:- ପ୍ରେମ ରେ ଅଭିମାନ ଜରୁରୀ

ଶୀର୍ଷକ:- ପ୍ରେମ ରେ ଅଭିମାନ ଜରୁରୀ

1 min
269

ଲେଖକ:- ନାରାୟଣ ସେଠୀ 


ଅଭିମାନ ମୋ ପାଇଁ ସ୍ଵାଭାବିକ

କାରଣ ତୁମକୁ ମୁଁ ଭଲ ପାଏ ....


ଯେତେ ରାଗିଲେ କି ଋଷିଲେ 

ତୁମେ ପରା ମୋର ନିଜର 

ତେଣୁ ....

ଅଭିମାନ ମୋ ପାଇଁ ସ୍ଵାଭାବିକ ...!!


ସତରେ ନିଜର ବୋଲି ବୋଧେ 

ତୁମ ଉପରେ ଅଧିକା ରାଗୁଛି 

କାରଣ ......

ଏତିକି ଜାଣିଛି ଯେ ...

ମୁଁ ଯେତେ ତୁମ ସହ ଝଗଡା କଲେ ବି 

ତୁମେ ପରା ମୋର ଅର୍ଦ୍ଧାଙ୍ଗିନୀ .....!!


ଅଳପ ଅଳପ କଥା ରେ ....

ତୁମ ଉପରେ ରାଗିବା 

ମୋର ଗୋଟେ ଅଭିୟ୍ୟାସ ପାଲଟି ଯାଇଛି

କିନ୍ତୁ ......

କେତେ ରାଗିଲେ କଣ ହେବ 

ଏହା ତ ମୋର ପୁରୁଣା ଅଭ୍ୟାସ ଅଛି....



ମୋ ଅଭିମାନ ହିଁ ସତରେ 

ମୋ ଭଲ ପାଇବା 

ଯେମିତି ମୁଁ ତୁମ ସହ ଯୁକ୍ତି କରେ

ପରେ ତୁମ ସହ କଥା କଟା କାଟି ହୁଏ 

ଆଉ ତାପରେ ....

ମୁଁ ତୁମ ଉପରେ ଅଭିମାନ କରେ.......!!



ଆଉ ଏ ଅଭିମାନ ରୁ 

ତୁମେ ତ ପ୍ରଥମେ କଟି କରିଦିଅ 


ହେଲେ .....


ଯେତେ ବେଳେ ସମୟ ଆସେ 

ଆମ ଭଲ ପାଇବା ର ଅତୀତ କଥା ....!!


ସେଠି ଗୋଟିଏ ମୁହୁ୍ତ୍ତ ନ ରହି ପାରୀ

ମୋ ପାଖକୁ ତମେ ....

ଆଉ ମୁଁ ତୁମ କୁ ଆସି.....

ଦୁହେଁ ଦୁହିଁଙ୍କୁ କୁହନ୍ତି ....... ହା ହା ହା...

ହଉ ଅଭିମାନ ଛାଡ ଏବେ ......!!


ପ୍ରେମ ରେ ରାଗ ସହ ଅଭିମାନ 

ରହିବା ନିହାତି ଜରୁରୀ ଅଟେ 

କାରଣ ......

ଏଇ ପରା ଅମା ଦୁହିଁଙ୍କ 

ହୃଦୟ ରେ ଥିବା ପ୍ରେମ କୁ 

ଆଉରୀ ମଜବୁତ କରେ ......!!





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy