STORYMIRROR

Saphala Das

Children Stories Comedy Drama

4  

Saphala Das

Children Stories Comedy Drama

ଯୁଗଳବନ୍ଦୀ

ଯୁଗଳବନ୍ଦୀ

1 min
219

ତୁମେ ଥରେ ଲେଖନ୍ତି କି? ****************** ଯୁଗଳ ବନ୍ଦୀ ସଫଳା ଦାସ କଟକ ତୁମେ ଥରେ ଲେଖନ୍ତକି ? ମୋ ପାଇଁ ଟି କବିତା ସେକବିତା ହଜାଇବ ମୋ ମନର ବ୍ୟଥା ।। ତୁମ ବ୍ୟଥା କରେ ମୋତେ ପୂର୍ଣ୍ଣ ଆତ୍ମ ହରା ତୁମେ ତ ରହିଛ ସାଥେ ସୁଖ ଦୁଃଖ ର ସାହାରା ।। ଜୀବନ ଜଞାଳ ମଧ୍ୟେ ଦିଅ ପ୍ରେମ ଫୁଆରା ଭିଜି ଯାଏ ସେ ପ୍ରେମରେ ହସେ ପୁଞ୍ଜି ତାରା ।। ଦେଖିଲେ ସେ ପୁଞ୍ଜି ତାରା ମନେ ପଡେ ଆମ ସ୍ମୃତି ଏକ ରୂପା ଜହ୍ନ ଶାଶ୍ୱତ ହିଁ ପ୍ରେମ ।।


Rate this content
Log in