Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ତୁମକୁ କିଛି ଲୁଚାଇବିନି

ତୁମକୁ କିଛି ଲୁଚାଇବିନି

1 min
4


ତୁମର ନିରବତା ପ୍ରକାଶ କରେ

ଅନେକ ଅଭିବ୍ୟକ୍ତି

ପ୍ରକାଶ କରିଦିଅନା ପାଇଯିବ

ଯନ୍ତ୍ରଣାରୁ ମୁକ୍ତି ।


 ତୁମ କବିତା ର ପଂକ୍ତି ଛଟ ପଟ

ହୁଏ ହୃଦୟ ଭିତରେ

କଲମଟା ଅପେକ୍ଷା କରିଛି

କେବେ ତାକୁ ପ୍ରକାଶିବ କାଗଜ ଛାତି ରେ।


ମୁଁ ଯେ ଏକ ଶୃତିଲଗ୍ନା 

ତୁମ କବିତା ର

ରିକ୍ତ ହୃଦୟ ଟା ସିକ୍ତ ହୋଇଯିବ

 ତୃଷା ମେଣ୍ଟି ଯିବ ମୋର ।



Rate this content
Log in