STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ମୁଁ କିଛି ଲୁଚାଇବିନି ତୁମକୁ

ମୁଁ କିଛି ଲୁଚାଇବିନି ତୁମକୁ

1 min
15


ମୁଁ କିଛି ଲୁଚାଇବିନି ତୁମକୁ

କାହିଁକି ଲୁଚେଇ ବି ଯେ

ମୁଁ ଯେ ସମର୍ପିତା

ଅଙ୍ଗଦାସୀ ଠାରୁ ପଲଙ୍କ ଦାସୀ ଯାଏ

 ନଦୀର ସ୍ରୋତଟିଏ

କୁଳୁକୁଳୁ ତଟିନୀ

ବର୍ଣ୍ଣାଢ଼୍ୟ ବନାନୀ

ଖୁବ୍ ଆବୋରି ବସିଛି

ତୁମ ଚଉପାଶର

ସୌନ୍ଦର୍ଯ୍ୟର ପାଚେରୀ କରି

ବିନା ସ୍ପର୍ଶରେ ଶୁଣୁଥାଏ

ଭ୍ରମର ଗୁଞ୍ଜନେ

ଘାତ ପ୍ରତିଘାତ ର ସ୍ୱର।

ମୁଁ ଯେ ନିର୍ଭୟା, ତୁମ ପାଇଁ

କିଛି ଲୁଚାଇବିନି ତୁମକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍