STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ମୁଁ କିଛି ଲୁଚାଇବିନି ତୁମକୁ

ମୁଁ କିଛି ଲୁଚାଇବିନି ତୁମକୁ

1 min
6


ଆଜି ଗୋଲାପ ଦିବସ

ଚାରି ଆଡେ ମାଳ ମାଳ

ଗୋଲାପ ଫୁଲକୁ ଦେଖି

ଯେତେ ଖୁସି ଲାଗୁଛି

ସେତେ ଇଚ୍ଛା ଟା ମୁହଁ ମୋଡୁଛି

 କାହିଁକି ଜାଣ?

 ଏ ଗୋଲାପ କଣ୍ଟାରେ

 ଯିଏ ଯେତେ ଆଘାତ ପାଇଛି

ସେ ତା ଯନ୍ତ୍ରଣା ବଦଳରେ

 ସେତେ ହସଟି ଫୁଟାଇଛି 

  ମୁଁ ଗୋଲାପ ପାଇନି ସତ

  ଗୋଲାପ କିନ୍ତୁ କରିଦେଲା

     ମୋ ପ୍ରତିକ୍ଷାର ଅନ୍ତ।


Rate this content
Log in