STORYMIRROR

Saphala Das

Drama

3  

Saphala Das

Drama

କିଛି ଲୁଚାଇବିନି ତୁମକୁ

କିଛି ଲୁଚାଇବିନି ତୁମକୁ

1 min
10


 ଏଇତ ଏବେ ଏବେ କଥା ଦେଇଥିଲି

  ତୁମକୁ କିଛି ଲୁଚାଇବିନି

  ଧେତ୍ ଭୂଲି ଗଲି

  ଆପଣେଇ ଅଭିମାନକୁ ।


ସେଦିନ ବହୁତ ଇଛା ଥିଲା

ସେ ଲାଲରଂଗର ଶାଢୀ ପାଖରେ

ପିନ୍ଧୁଥିବା ସମୟରେ

ଟିକେ ମୂରୁକି ହସ

ଦେଖିବାକୁ ।


ଆଡ କରି ଚାଲିଗଲ

ସମୟ ଆଳରେ

ଗୋଡଦିଟାରେ କୁଦି

ଦେଇ ଫିଙ୍ଗି ଦେଲି

ସେ ରଂଗକୁ ।


ଏମିତି କେମିତି ଯେ 

କିଛି ସମୟପରେ

ତୁମ ହାତରେ ଫୁଲଟିଏ ଦେଖି

ପୁଣି କଥା ଦେଲି

କିଛି ଲୁଚାଇବିନି ତୁମକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama