କିଛି ଲୁଚାଇବିନି ତୁମକୁ
କିଛି ଲୁଚାଇବିନି ତୁମକୁ
1 min
9
କାହିଁକି ଯେ ତୁମକୁ ଲୁଚାଇବି
ଯାହାର ନିଶ୍ଵାସ,ପ୍ରଶ୍ଵାସରେ
ଅନୁଭବ ଅନୁଭୁତି ମୋର
ହସ କାନ୍ଦରେ ବିତେ।
ବାରମ୍ବାର ନେଇଆସେ
ତୁମ ହିତ ଉପଦେଶ ର ବାଣୀ
ମୁଁ କେତେ ଭଲ ପାଏ ତୁମକୁ।