Saphala Das
Children Stories Comedy Drama
ତମେ ନ ଆସିଲେ ନାହିଁ
କହିଦିଅନା ;
ମଳକୁ ନେଇଆସି ନେସିଦେଉ
ତୁମ ଦେହର ବାସ୍ନା।
ଜାଣିଛନା,
ଅନ୍ଧାର କୁ ଭୟ ଲାଗେ
ମାଗିଆଣ ଜହ୍ନଠାରୁ
ଟିକିଏ ଜୋଛନା
କହିଦିଅନା,
ଗୋଲାପକୁ ଭଲ ପାଏ
କଣ୍ଟାରେ ତା,ନଦେଉ ଆଘାତ
ତୁମ ପ୍ରତିକ୍ଷାରେ ହେଇଯାଉ
ଏ ଜୀବନ ଅନ୍ତ।
ଯୁଗଳବନ୍ଦୀ
କିଛି ଲୁଚାଇବିନ...
ତୁମକୁ କିଛି ଲୁ...
ମୁଁ କିଛି ଲୁଚା...
କେମିତି ଅଛ ହେ