STORYMIRROR

jagabandhu sahu

Comedy

4  

jagabandhu sahu

Comedy

Happy Teddy Day

Happy Teddy Day

1 min
233

ହଜାରେ ଟଙ୍କିଆ  କଣ୍ଢେଇ ଆଣିଛି

   ଦେବି ବୋଲି ମୋର ମାଣ୍ଡୁକୁ

କିଛି ନହଲେ ନାହିଁ କଣ୍ଢେଇ ନେଇ

   ବୁଝିବ ବୋଲି ମୋ ମନକୁ


ଭାରି ଶରଧାରେ  ଡାକିଲି ମୁଁ ତାକୁ

    ଆସ ଯିବା ନଈ କୂଳକୁ

ଦେବି ଉପହାର   ହାତରେ ତୁମର  

    ଖୁସି କରିଦେବି ମନକୁ


ହେଉ ବୋଲି କହି ଆସିଲା ଯେ ଧାଇଁ

   ନେବା ପାଇଁ ଉପହାରକୁ

ନିଅ ପ୍ରାଣ ସହି    ଆଜି ପାଇଁ ଏଇ

    ବୁଝ ଏବେ ମୋର ପ୍ରେମକୁ


ହଁ କହି ଦେଇ   ଗାଲେ ଚୁମା ଦେଇ

    ଚାଲିଗଲା ସିଏ ଘରକୁ

ଫିଟିଗଲା କାଳେ ପ୍ରେମ ରେଖା ମୋର

    ଭାବିଲି ନିଜେ ମୁଁ ନିଜକୁ


ସନ୍ଧ୍ଯାରେ ଦେଖିଲି ଧର୍ମ ଭାଇ ସହ

   ଯାଇଥିଲା ତୋଟାମାଳକୁ

ରାସ କରୁଥିଲେ  ଦୁହେଁ ସେଠି ମିଶି

   ଦେଖି ବାଧିଲା ମୋ ମନକୁ


କଣ୍ଢେଇ ନେଇକି ଭଣ୍ଡେଇ ଦେଲା ସେ

   ଖାଲି କଲା ମୋର ମୁଣାକୁ

ପ୍ରେମ ପଛେ ଗଲେ  ହୁଏ ଧନହାନୀ

  ନେଲି ଆଉ ଥରେ ନାମକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Comedy