STORYMIRROR

Archana Sahoo

Children

3  

Archana Sahoo

Children

ମାଆ

ମାଆ

1 min
260


ମାଆ ପରି ଦୁନିଆରେ

କେହି ଜଣେ ନାହିଁ।


ଜୀବନ ର ଯେତେ ଦୁଃଖ 

ସବୁ ଯିବ ସହି।


ସବୁ ନୁୁହଁ କେବେ କେବେ

କଷ୍ଟ ତାର ଦିିଶେ।


ଆଖିର ବନ୍ୟା ନଦୀ

ଉଛୁଳାଇ ଦିିିଏ ।


ଆଖିରେ ତା ଅସୁମାରୀ

ସ୍ବପ୍ନ ସବୁଜିମା


ସ୍ବପ୍ନ ସବୁ ଏକାକାର

ଫଗୁଣର ଉଷା । 


ନିଶ୍ୱ ଏ ବିଶ୍ୱ ପରେ

ନିରାକାର ପ୍ରେମ 


ଅଜାଡି ଟି ଦିଏ ମାଆ 

ସନ୍ତାନ ର ମନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children