Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Inspirational Children

3  

Kalpana Kumari Pradhan

Inspirational Children

କୁନାର ସାଥୀ

କୁନାର ସାଥୀ

1 min
163


କିଏ ରୁହନ୍ତି ବଣ ଜଙ୍ଗଲରେ

   କାହାକୁ ପାଳୁଛ ଘରେ

ସଭିଏଁ ପରା ଆମରି ମିତ

  ସ୍ନେହ ରହୁ ପଶୁପକ୍ଷୀ ଠାରେ l


ଦେଖିଲା କୁନା ହରିଣ ଏକ

  ଘରକୁ ଫେରିବା ବେଳେ

ଦେହରୁ ତା ବହେ ରୁଧିର

 ଅସମର୍ଥ ଛିଡା ହେବାକୁ ନିଜ ବଳେ l


କୁନାର ମନ ହେଲା ଅଧିର 

  ପାଶକୁ ତାର ଗଲା

 ଦେହକୁ ତାର ଦେଇ ଆଉଁସି

  ପାଣି ମୁନ୍ଦାଏ ଦେଲା l


ଆଣିଲା ଡାକି ବାପା ଭାଇଙ୍କୁ

  ପଶୁଡାକ୍ତର ବି ଥିଲେ

ଚିକିତ୍ସା ସଙ୍ଗେ ଯତ୍ନ ପାଇ

  ଆରୋଗ୍ୟ ହେଲା ଭଲେ l


ଫେରିଗଲା ସେ ଜଙ୍ଗଲ ବୁକେ

   କୁନା ଥିଲା ଚାହିଁ

କେବେ ପୁଣି ଆସଇ ପଥେ

   କୁନାକୁ ଭେଟିବା ପାଇଁ l


ଜୀବଜନ୍ତୁ ଯେ ଆମରି ବନ୍ଧୁ

  ଭୁଲିବା ନାହିଁ କେବେ

ସ୍ନେହ ପରସ ଦେଇ ଗଢିବା

  ବିଘ୍ନ ଆସୁ ଯେବେ l



Rate this content
Log in

Similar oriya poem from Inspirational