STORYMIRROR

Abismita Mishra

Children Stories Classics Inspirational

3  

Abismita Mishra

Children Stories Classics Inspirational

ପ୍ରେମ 💖❤💖

ପ୍ରେମ 💖❤💖

1 min
115

ପ୍ରେମ ହେଇଥାଇପାରେ ଦୁଇ ଅକ୍ଷର ବିଶିଷ୍ଟ ଶବ୍ଦ 

ଏହା କେତେବେଳେ ପ୍ରେମ ପୁଣି ପ୍ରତାରଣା ରୁ କ୍ରୋଧ ..

ପ୍ରେମ ଏହା କେତେବେଳେ ଛଳନା ପୁଣି ପ୍ରତାରଣା 

ଏହା ଦେଇଥାଏ ମିଠା ଯନ୍ତ୍ରଣା ..

ଯାହା ସହଜରେ ମିଳି ଯାଏ ତାହା ନୁହେଁ ପ୍ରକୃତ ପ୍ରେମ 

ଯାହା ଯନ୍ତ୍ରଣାରେ ସୁଖ ଦିଏ ସେ ଚିରନ୍ତନ 

ଯେମିତି ରାଧା ଓ ଶ୍ୟାମ ..

ମାଆର ପ୍ରେମ ଛୁଆ ଙ୍କ ଖୁସି 

ବାପାଙ୍କ ପ୍ରେମ ଅନୁଶାସନ 

ଭାଇର ପ୍ରେମ ରାକ୍ଷୀ 

ଭଉଣୀ ପ୍ରେମ ସାକ୍ଷୀ 

ସାଙ୍ଗର ପ୍ରେମ ସାରା ଜୀବନ 

ସ୍ତ୍ରୀର ପ୍ରେମ ଜନ୍ମ ମରଣ ...

ସବୁଠୁ ବଡ ଏଇ ସଂସାର ....

ସତ୍ୟ ସୁନ୍ଦର ଶାଶ୍ୱତ ଚିରନ୍ତନ ପରମେଶ୍ୱର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍