Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ମାଆ ଶାଳୁଆ ରାଣୀ

ମାଆ ଶାଳୁଆ ରାଣୀ

1 min
350



ମାନସିକ ଦାତ୍ରୀ ରାଣୀ ମାଆ

       ତୁହି ମାଆ ତାରିଣୀ

ଜଗତ ମଉଡମଣୀ ମାଆ

       ତୁହି ଶାଳୁଆ ରାଣୀ ।


ମାନସିକ କରୁ ପୂରଣ

     ଯିଏ ମନାସେ ତୋହର ଚରଣ

ନାଲି ଶଙ୍ଖା ଚୁଆ ଚନ୍ଦନ

     ନାଲି ସିନ୍ଦୁର ଶାଢ଼ୀରେ ତୋ ମନ

ଅତି ଶରଧାରେ ମାଆଲୋ ତୋ ପାଶେ

        ଥୋଇଛି ସବୁ ମୁଁ ଆଣି ।


ମାଟି ଘୋଡା ତୋର ବାହାନ

    ମୁହିଁ ସଜେଇ ଆଣିଛି ବହନ

ଫଳ ଫୁଲ ଘୋରା ଚନ୍ଦନ

     ଗୋଟା ନଡ଼ିଆ ମହଣ ମହଣ

ପିତ୍ତଳ ଘଣ୍ଟଟି ସମର୍ପି ଦେଉଛି

        ପୂର୍ଣ୍ଣ ମାନସିକ ଜାଣି ।


Rate this content
Log in

Similar oriya poem from Inspirational